ଯଦି ସୂର୍ଯ୍ୟ ଚନ୍ଦ୍ର ସତ ଥିବ ତାହେଲେ ମୋ ପୁଅ ନ୍ୟାୟ ପାଇବ...
ଅର୍ଗସ ବ୍ୟୁରୋ: ସେରମ ଇନଷ୍ଟିଚ୍ୟୁଟରେ ନିଆଁ। ମହାରାଷ୍ଟ୍ର ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟରେ ନିଆଁ ଲାଗିଛି। କମ୍ପାନି ବିଲ୍ଡିରେ ନିଆଁ ଲାଗିଛି। ନିଆଁ ଲିଭାଇବାକୁ 10ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି। କମ୍ପାନୀର ଟର୍ମିନାଲ-1ରେ ନିଆଁ ଲାଗିଛି।
ମାନଝରି ସ୍ଥିତ ନୂଆ ବିଲଡିଙ୍ଗରେ ବିସିଜି ଟିକା ଉତ୍ପାଦନ କରାଯାଉଥିଲା। ତେବେ ନିଆଁ ସତ୍ଵେ କୋଭିସଲ୍ଡ ଉତ୍ପାଦନ ବ୍ୟାହତ ହୋଇ ନାହିଁ।