ଘଟଣାଟି ହରିୟାଣାର ତୋଶାମର ମୁଖ୍ୟ ଚୌକ ନିକଟରେ ଘଟିଛି। ତେବେ ବସଟି ହିସାରର ଏକ ଘରୋଇ ବିଦ୍ୟାଳୟର ଅଟେ । ସୂଚନାମୁତାବକ, ବସ୍ରେ ପ୍ରାୟ 25 ଜଣ ଛାତ୍ରଛାତ୍ରୀ ଥିଲେ। ଘଟଣା ସମୟରେ ତୋଶାମରେ ପ୍ରବଳ ବର୍ଷା ହେଉଥିଲା ଯାହାଦ୍ୱାରା ସହଜରେ ନିଆଁକୁ ନିୟନ୍ତ୍ରଣ କରାଯାଇପାରିଥିଲା। ତେବେ ଏଯାଏଁ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ।
ସ୍କୁଲ୍ ବସ୍ରେ ହଠାତ୍ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୨୫ ଛାତ୍ରଛାତ୍ରୀ
Download Argus News App
