କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
ଅର୍ଗସ ନ୍ୟୁଜ: ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ । ଦିଲଶାଦ ଗାର୍ଡେନ୍ ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳର ଦାମୋଦର ପାର୍କ ସ୍ଥିତ MTNL କାର୍ଯ୍ୟାଳୟ ନିକଟରେ ଥିବା ଏକ କାରଖାନାରେ ନିଆଁ ଲାଗିଯାଇଛି । ଫଳରେ 15 ଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ଏପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ ।
#WATCH Delhi: Fire breaks out in a factory near MTNL office at Damodar Park, Dilshad Garden Industrial Area. 15 fire tenders are carrying out fire fighting operations. pic.twitter.com/tGy7DwOv3o — ANI (@ANI) April 8, 2021