ଭାରତ ଖବର ଆହୁରି ପଢ଼ନ୍ତୁ ।
ନିଆଁ ଲାଗି ଷ୍ଟୁଡିଓର ଅଧିକାଂଶ ଜିନିଷପତ୍ର ପୋଡ଼ି ପାଉଁଶ

ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗରେ ଭୟଙ୍କର ଅଗ୍ନିକାଣ୍ଡ । ଦକ୍ଷିଣ କୋଲକାତାର କୁଡଘାଟ ଅଞ୍ଚଳରେ ଥିବା ଏସକେ ମୁଭିର ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବା ଖବର ପାଇବା ପରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗି ଷ୍ଟୁଡିଓର ଅଧିକାଂଶ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । କୁହାଯାଉଛି ଏହି ଷ୍ଟୁଡିଓରେ ଅନେକ ସୁଟିଂ ଉପକରଣ ମହଜୁଦ ଥିଲା।
Download Argus News App
