ଟ୍ରେନ୍ରେ ନିଆଁ ଲାଗିବା ନେଇ ଲୋକୋମୋଟିଭ୍ ପାଇଲଟ ସତର୍କ କରାଇଥିଲେ। ଏହାପରେ ଟ୍ରେନ୍ରୁ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଛନ୍ତି। ଏହି ଘଟଣାରେ ଯାତ୍ରୀଙ୍କ ମୃତାହତ ନେଇ କୌଣସି ସୂଚନା ମିଳି ନାହିଁ।
ହାଓ୍ବଡା ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଅର୍ଗସ ବ୍ୟୁରୋ: ହାୱଡ଼ା ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ। ବାଙ୍ଗାଲୋରରୁ କୋଲକାତା ଯାଉଥିବା ହାଓ୍ବଡା ଏକ୍ସପ୍ରେସର ଗୋଟିଏ ବଗିରେ ନିଆଁ ଲାଗିଯାଇଛି। ଟ୍ରେନ୍ର ଏସ୍-୯ ଏସି କୋଚ୍ରେ ନିଆଁ ଲାଗିବା ପରେ ଆନ୍ଧ୍ରପ୍ରଦେଶର କୁପ୍ପମ ଷ୍ଟେସନ୍ରେ ଗାଡ଼ିକୁ ଅଟକାଯାଇଛି।
Download Argus News App
