ତେବେ ଏଥିରେ 10 ଜଣ ସୁରକ୍ଷାକର୍ମୀ ଆହାତ ହୋଇଛନ୍ତି। ଛତିଶଗଡ଼ର ଡିଜିପି ଏ ନେଇ ସୂଚନା ଦେଇଛନ୍ତି। ତରେନ ଥାନା ଅନ୍ତର୍ଗତ ଜୁନାଗଡା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିଲେ।
ଛତିଶଗଡରେ ୫ ଯବାନ ସହିଦ

ଅର୍ଗସ ବ୍ୟୁରୋ: ଛତିଶଗଡର ବିଜାପୁରରେ ୫ ଯବାନ ସହିଦ ହୋଇଛନ୍ତି। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
Download Argus News App
