ବିରଭଦ୍ର ସିଂ ଦୁଇ ମାସରେ ଦୁଇ ଦୁଇ ଥର କରୋନାରେ ସଂକ୍ରମିତ ହୋଇଥିଲେ । ଏପ୍ରିଲ୍ ୧୨ ରେ ସେ ପ୍ରଥମଥର କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ମୋହାଲିର ମ୍ୟାକ୍ସ ହସ୍ପିଟାଲକୁ ନିଆଯାଇଥିଲା । ପରେ ସେ ଏପ୍ରିଲ 23 ରେ ଡିସଚାର୍ଜ ହୋଇଥିଲେ । ପୁଣି ଥରେ ଜୁନ 11 ରେ କରୋନାରେ ସଂକ୍ରମିତ ହୋଇଥିଲେ । ଗତ ସୋମବାର ହୃଦଘାତରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ ସେ ।
ବୀରଭଦ୍ର ସିଂହ 9 ଥର ବିଧାୟକ, 5 ଥର ସଂସଦର ସଦସ୍ୟ ଏବଂ ହିମାଚଳ ପ୍ରଦେଶର 6 ଥର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ ।
Mortal remains of former Himachal Pradesh CM & Congress leader Virbhadra Singh being taken to medical college for embalming (medical procedure).
Later, the mortal remains will be taken to his residence from Shimla's Indira Gandhi Medical College and Hospital. pic.twitter.com/Q7RH7wJ4L2 — ANI (@ANI) July 8, 2021