ଦିଲ୍ଳୀରେ କରୋନାର କାୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ସରକାର 6 ଦିନ ପାଇଁ ଲକଡାଉନ ଲାଗୁ କରିଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନା ପଜିଟିଭ ଚିହ୍ନଟ
ଅର୍ଗସ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ପଜିଟିଭ ଚିହ୍ନଟ ହେବା ପରେ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଦିଲ୍ଲୀ ଏମ୍ସରେ ସେ ଭର୍ତ୍ତି ହୋଇଛନ୍ତି। ଏ ନେଇ ଏମ୍ସ ତରଫରୁ ସୂଚନା ଦିଆଯାଇଛି।
Download Argus News App
