ବିଜେପି ଗୋଟିଏ କ୍ୟାଡର ବେଶ ପାର୍ଟି । ଆମର ଦୁର୍ବଳ ବୁଥ କୁ ମଜଭୁତ କରିବୁ। ବିଶ୍ୱଗୁରୁ ହୋଇଛି ଭାରତ। କୋଭିଡ ଟୀକା କରଣ ନେଇ ମଧ୍ୟ ଜେପି ନଡ୍ଡା ପ୍ରଧାନମନ୍ତ୍ରୀ ଙ୍କ ପ୍ରଶଂସା କରିଥିଲେ। ବିକଶିତ ଭାରତ ରେ ରାଜପଥ ଆଜି କର୍ତ୍ତବ୍ୟ ପଥ ହୋଇଛି। ସୁବାଷ ବୋଷ ଙ୍କ ପ୍ରତିମୂର୍ତ୍ତି ଆଜି ଇଣ୍ଡିଆ ଗେଟରେ ଲାଗିଛି।
ଆମକୁ ଜିତିବାକୁ ପଡିବ: ରବି ଶଙ୍କର

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ପ୍ରେସମିଟ। ଜେପି ନଡ୍ଡା ପ୍ରାରମ୍ଭିକ ଭାଷଣରେ ନଡ୍ଡା ସନ୍ଦେଶ ଦେଇଛନ୍ତି ଆମେ ଯେମିତି 9 ଟି ପ୍ରଦେଶ ନିର୍ବାଚନ ରେ ଆମେ ଜିତିବୁ। ଆମେ ଆମର କମଜୋର ବୁଥ କୁ ଠିକ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ସମସ୍ତ ନିର୍ବାଚନ ଜିତିବା ପାଇଁ ନିର୍ଦେଶ ଦେଇଛନ୍ତି ଜେପି ନଡ୍ଡା ସୂଚନା ଦେଲେ ରବିଶଙ୍କର।
Download Argus News App
