ଏହି ୪ ଜଣ ଗୋଟିଏ ବାଇକ୍ରେ ଲାଲଗଞ୍ଜରୁ ଫତେପୁରକୁ ଯାତ୍ରା କରୁଥିଲେ। ତେବେ ଯିବା ସମୟରେ ବିପରିତ ପଟୁ ଆସୁଥିବା ସ୍କର୍ପିଓ ସହ ବାଇକ୍ର ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।
ସ୍କର୍ପିଓ ସହ ବାଇକ୍ ମୁହାଁମୁହିଁ, ଚାଲିଗଲା ୪ ଜୀବନ
ନୂଆଦିଲ୍ଲୀ: ସ୍କର୍ପିଓ ସହ ବାଇକ୍ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ରାୟବରେଲି ଜିଲ୍ଲାର ସରେନି ପୋଲିସ ଷ୍ଟେସନ ପରିସରରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି।
Download Argus News App
