ଗ୍ରାଚ୍ୟୁଇଟି ସୀମା 3 ଲକ୍ଷରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସେହିପରି ରିନ୍ୟୁଏବୁଲ୍ କମିସନ ପାଇଁ ମଧ୍ୟ ମଞ୍ଜୁରି ମିଳିଛି । ସେହିପରି LIC ଏଜେଣ୍ଟଙ୍କ ଟର୍ମ ଇନସୁରାନ୍ସର କଭର ବୃଦ୍ଧି ନେଇ ମଧ୍ୟ ଘୋଷଣା ହୋଇଛି । ପୂର୍ବରୁ ଏହାର ସୀମା ୩ ହଜାରରୁ ୧୦ ହଜାର ଥିବା ବେଳେ ବର୍ତ୍ତମାନ ଏହାକୁ ୨୫ ହଜାରରୁ ୧ ଲକ୍ଷ ୫୦ ହଜାର ଯାଏ ବୃଦ୍ଧି କରାଯାଇଛି । ସେହିପରି LIC ଏଜେଣ୍ଟ ପାଇଁ ଫ୍ୟାମିଲି ପେନସନ ନେଇ ମଧ୍ୟ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।
ଆହୁରି ପଢନ୍ତୁ ଭାରତ ଖବର...