ଏହି ଅବସରରେ ଦେଶବାସୀଙ୍କୁ ଟ୍ୱିଟ କରି ଶୁଭେଚ୍ଛ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲେଖିଛନ୍ତି, ମା' କୁଷ୍ମାଣ୍ଡାଙ୍କ ପାଦତଳେ କୋଟି କୋଟି ନମନ।ସେ ସମସ୍ତଙ୍କ ଜୀବନକୁ ସୁଖ ଓ ଶାନ୍ତିରେ ଭରିଦିଅନ୍ତୁ।
नवरात्रि में आज मां दुर्गा के चतुर्थ स्वरूप के चरणों में कोटि-कोटि नमन! मां कूष्मांडा के शुभाशीष से हर किसी का जीवन संपन्नता और प्रसन्नता से परिपूर्ण रहे, यही अभिलाषा है… pic.twitter.com/EB3tlHmNvI — Narendra Modi (@narendramodi) September 29, 2022
ଭାରତ ଖବର ଆହୁରି ପଢ଼ନ୍ତୁ ।