ଆଉ ମାତ୍ର ଅଳ୍ପ ଦିନ ବାକି ରହିଲା ଗୁଜୁରାଟ ବିଧାନସଭା ନିର୍ବାଚନ । ଜମିଛି ପ୍ରଚାର । ଆଜି ବିଜେପି ତରଫରୁ ୟୂପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦତ୍ୟନାଥ ଗୁଜୁରାଟର ଗିର୍ ସୋମନାଥଠାରେ ଏକ ବିରାଟ ଜନସଭାକୁ ସମ୍ବୋଧିତ କରିଥିଲେ ।
ଗୁଜୁରାଟରେ ପୁଣି ଆସିବ ଡବଲ ଇଂଜିନ୍ ସରକାର

ଅର୍ଗସ ବ୍ୟୁରୋ : ଗୁଜୁରାଟରେ ପୁଣି ଆସିବ ଡବଲ ଇଂଜିନ୍ ସରକାର । ପୁଣି ବିଜେପି ବିପୁଳ ସଂଖ୍ୟାରେ ବିଜୟ ହାସଲ କରି ସରକାର ଗଢ଼ିବ ଓ ପୂର୍ବ ଭଳି ଗୁଜୁରାଟବାସୀଙ୍କୁ ଶୁସାଶନ ଦେବବୋଲି କହିଛନ୍ତି ୟୂପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
Download Argus News App
