ବିଜୟ ପରେ ସେ ସ୍ବାମୀ ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ଏକ ରୋଡ ଶୋ କରିଛନ୍ତି। ବିଜେପି ଓ ତାଙ୍କୁ ସମର୍ଥନ କରିଥିବା ଗୁଜୁରାଟବାସୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଭୋଟ ଗଣତି ଆରମ୍ଭରୁ ସେ ପଛରେ ରହିଥିଲେ। କିନ୍ତୁ ପରେ ସେ ବାଜି ମାରନେଇଥିଲେ।
ଗୁଜରାଟ ନିର୍ବାଚନ: ବାଜିମାତ କଲେ ରିଭାବା

ଅର୍ଗସ ବ୍ୟୁରୋ: ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ଜାମନଗର ଉତ୍ତରଆସନରୁ ବାଜି ମାରିଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ରିଭାବା ଜାଡେଜା। ରିଭାବା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଆପର କରଶନଭାଇ କାରମାରଙ୍କୁ ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇଛନ୍ତି।
Download Argus News App
