ଗୁରୁ ନାନକ ଜୟନ୍ତୀ ଅବସରରେ ଗୁରୁ ଦ୍ବାରରେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାର୍ଥନା ଓ ଦର୍ଶନ ସମୟ ରହିଛି । 10 ଶିଖ ଗୁରୁଙ୍କ ମଧ୍ୟରୁ ଗୁରୁ ନାନକ ଦେବ 1469 ମସିହାରେ କାର୍ତ୍ତିକ ମାସର ପୂର୍ଣ୍ଣିମା ଦିନ ରବି ନଦୀ କୂଳରେ ଅବସ୍ଥିତ ତାଲୱାଣ୍ଡି ଗାଁରେ ଜନ୍ମ ଗ୍ରହଣ କରି ଥିଲେ । ସେ ଶିଖ ଧର୍ମର ପ୍ରତି ଷ୍ଠାତା ଥିଲେ ।
ଭାରତ ଖବର ଆହୁରି ପଢ଼ନ୍ତୁ ।