ସିଭିଜ ଜଜ(ସିନିୟର ଡିଭିଜନ) ଫାଷ୍ଟ ଟ୍ରାକ କୋର୍ଟ ମହେନ୍ଦ୍ର କୁମାର ପାଣ୍ଡେଙ୍କ ଅଦାଲତରେ ବିଶ୍ଵ ବୈଦିକ ସନାତନ ସଂଘର କାର୍ଯ୍ୟକାରୀ ଅଧ୍ୟକ୍ଷ କିରଣ ସିଂହ ଏହି ଆବେଦନ କରିଥିଲେ । ଏହା ଉପରେ ଆପତ୍ତି ପ୍ରକାଶ କରିଥିଲେ ମୁସଲିମ ପକ୍ଷ ଏବଂ କହିଥିଲେ ମାମଲା ଶୁଣାଣିର ଯୋଗ୍ୟ ନୁହେଁ । ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨ରେ କରିବାକୁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।
ଜ୍ଞାନବ୍ୟାପୀ ମାମଲାରେ ମୁସଲିମ ପକ୍ଷଙ୍କୁ ଝଟକା

ଅର୍ଗସ ବ୍ୟୁରୋ : ଜ୍ଞାନବ୍ୟାପୀ ମାମଲାରେ ମୁସଲିମ ପକ୍ଷଙ୍କୁ ଗୁରୁବାର ଲାଗିଛି ଜୋରଦାର ଝଟକା। ହିନ୍ଦୁ ପକ୍ଷଙ୍କ ଦ୍ଵାରା ଦାୟର ଆବେଦନ ଉପରେ ଶୁଣାଣି କରିବାକୁ ପ୍ରସ୍ତୁତ ହୋଇଛନ୍ତି ବାରାଣସୀ କୋର୍ଟ । ହିନ୍ଦୁ ପକ୍ଷ ଆବେଦନରେ ଜ୍ଞାନବ୍ୟାପୀ ପରିସର ହିନ୍ଦୁଙ୍କୁ ପ୍ରଦାନ କରିବା, ପୂଜାର ଅଧିକାର ଦେବା ଏବଂ ମୁସଲିମ ପକ୍ଷଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବା ଦାବି କରିଛନ୍ତି ।
Download Argus News App
