ଏଠି ଆପ୍ର ପ୍ରଶ୍ନ ଉଠୁ ନାହିଁ। ଗୋଟିଏ ବି ସିଟ୍ ପାଇବ ନାହିଁ ଆପ୍। ଗୁଜୁରାଟରେ କୌଣସି ତ୍ରିକୋଣୀୟ ମୁକାବିଲା ନାହିଁ। ଏଠାରେ ଠିଆ ହୋଇଥିବା ଆପ୍ର ପ୍ରାର୍ଥିକୁ କେହି ଜାଣନ୍ତି ନାହିଁ। ଆଉ ସେ ଜିତିବ କିପରି। ତେବେ ହାର୍ଦିକ ପଟେଲ ଚନ୍ଦ୍ରନଗର ପ୍ରାଇମେରୀ ସ୍କୁଲ ର ପୋଲିଙ୍ଗ ବୁଥ୍ରେ ଭୋଟ ଦେଇଛନ୍ତି।
ରାଜନୀତି ଖବର ଆହୁରି ପଢନ୍ତୁ