PrathamKhabar@ 7 am | 30 march 2023 | Argus News
ବିଧାୟକ ଦଳର ନେତା ହେଲେ ଖଟ୍ଟର, ଦୀପାବଳୀରେ ନେବେ ଶପଥ
ଅରିୟାଣା: ବିଜେପିର ନବନିର୍ବାଚିତ ବିଧାୟକଙ୍କର ଶନିବାର ଦିନ ଚଣ୍ଡିଗଡରେ ବୈଠକ ହୋଇଛି । ଯେଉଁଥିରେ ମନୋହର ଲାଲ ଖଟ୍ଟର ବିଧାୟକ ଦଳର ନେତା ଭାବେ ବଛା ଯାଇଛନ୍ତି । ସେ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ସାକ୍ଷାତ କରି ସରକାର ଗଠନ କରିବା ପାଇଁ ଦାବୀ ଉପସ୍ଥାପନ କରିବେ ।
Haryana CM Manohar Lal Khattar and Union Minister Ravi Shankar Prasad at UT Guest house in Chandigarh where BJP legislative party meeting will begin shortly. pic.twitter.com/KEW5r26xtZ
— ANI (@ANI) October 26, 2019
ଦଳୀୟ ସୂତ୍ର ଅନୁସାରେ ଦୀପାବଳୀ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଦୀପାବଳୀ ପରେ ନୂଆ ମନ୍ତ୍ରୀମଣ୍ଡଳର ଗଠନ କରାଯିବ । ବିଜେପି ଓ ଜେଜେପିର ନିଷ୍ପତ୍ତି ଅନୁସାରେ ସିଏମ ବିଜେପି ଓ ଡେପୁଟି ସିଏମ୍ ଜେଜେପିର ହେବେ ।
Download Argus News App
