Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ଆଜି ତାପମାତ୍ରା ଡେଇଁଲା ୪୪ ଡିଗ୍ରୀ
ଦୁର୍ଗମରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର
ଅର୍ଗସ ବ୍ୟୁରୋ: ଦୁର୍ଗମରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ପାଞ୍ଚଟି ଶ୍ରେଣୀର ପାଠପଢା । ଖୋଲା ଆକାଶ ତଳେ ହେଉଛି ମଧ୍ୟାନ ଭୋଜନ ରୋଷେଇ। କୋଟପାଡ କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତର କୁମ୍ଭୀଖାରି ସରକାରି ପ୍ରାଥମିକ ବିଦ୍ୟାଳୟ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ କେବଳ ଗୋଟିଏ ମାତ୍
ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ
ନୂଆଦିଲ୍ଲୀ: ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ସମଗ୍ର ଦେଶରେ 102 ଆସନରେ 60 ପ୍ରତିଶତ ମତଦାନ ହୋଇଛି । ମତଦାନ ହୋଇଥିବା ରାଜ୍ୟ ଗୁଡିକରେ ପ୍ରଧାନମନ୍ତ୍ରୀ ମୋଦି ଧୂଆଁଧାର ପ୍ରଚାର କରିଥିଲେ । ଅବକି ବାର 400 ପାରର ନାରା ଦେଇଥିଲା ବିଜେପି । ଇଣ୍ଜି ମେଂଟର ସତ୍ତା ପରିବର୍ତ୍ତନର ନାରା । ଏହାରି ଭିତରେ ସି ଭୋଟର ସର୍ଭେ ରେ ମଧ୍ୟ ଆଗୁଆ ରହିଥିଲା ବିଜେପି । ଏପରିକ