ଏହା ଏକ ହାଇପାଓ୍ବାର ଟ୍ରାନ୍ସମିଟର ବିଶିଷ୍ଟ ରେଡ଼ିଓ ଷ୍ଟେସନ୍ ବୋଲି ଜଣାପଡ଼ିଛି । ଏହା ବ୍ୟତୀତ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ସମୁଦ୍ରପତ୍ତନଠାରୁ ୧୩ ହଜାର ୩ ଶହ ଉଚ୍ଚତା ଉପରେ ଦୁଇଟି ହାଇପାଓ୍ବାର ଟ୍ରାନ୍ସମିସନ୍ ବିଶିଷ୍ଟ ଏଫ୍ ଏମ୍ ରେଡ଼ିଓ ଷ୍ଟେସନ୍ ଉଦଘାଟିତ ହେବା ସହିତ ସ୍ଥାନୀୟ ଦୂରଦର୍ଶନ ପ୍ରାସରଣ କେନ୍ଦ୍ରର କ୍ଷମତାକୁ ମଧ୍ୟ ବୃଦ୍ଧି କରାଯାଇଛି।
ବିଶ୍ଵର ସବୁଠାରୁ ଉଚ୍ଚ ସ୍ଥାନରେ ରେଡ଼ିଓ ଷ୍ଟେସନ୍ ଉଦଘାଟିତ

ଅର୍ଗସ୍ ବ୍ୟୁରୋ : ବିଶ୍ଵର ସବୁଠାରୁ ଉଚ୍ଚ ସ୍ଥାନରେ ଉଦଘାଟିତ ହେଲା ରେଡ଼ିଓ ଷ୍ଟେସନ୍ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ବାରା କାର୍ଗିଲ ଲଦାଖର ହମ୍ବାଟିଙ୍ଗ୍ଲା ଠାରେ ଏହି ରେଡ଼ିଓ ଷ୍ଟେସନର ଉଦଘାଟନ ହୋଇଯାଇଛି ।
Download Argus News App
