ରେପୋ ରେଟ୍ ବଢିଥିବାରୁ ଇଏମ୍ଆଇ ମଧ୍ୟ ମହଙ୍ଗା ହେବ । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ଅଗଷ୍ଟ ୩ରୁ ମନିଟାରୀ ପଲିସି କମିଟି ବୈଠକ ଆରମ୍ଭ ହୋଇଥିବା ବେଳେ ଏଥିରେ ରେପୋ ରେଟ୍ ବଢ଼ାଇବା ନେଇ ନିଷ୍ପତ୍ତି ହୋଇଛି । ଏଠାରେ କହିରଖୁଛୁ ଯେ, ଏପର୍ଯ୍ୟନ୍ତ ରେପୋ ରେଟ୍ 1.40 ପ୍ରତିଶତ ବଢିଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ଲଗାତାର ତୃତୀୟ ଥର ପାଇଁ ରେପୋ ରେଟ୍ ବୃଦ୍ଧି କଲା RBI

ଅର୍ଗସ ବ୍ୟୁରୋ: ମହଙ୍ଗା ହେବ ଋଣ । ବଢିବ EMI । ରେପୋ ରେଟ୍ ବଢାଇଲା ଆରବିଆଇ । ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ଅର୍ଥାତ୍ 0. ୫୦ ପ୍ରତିଶତ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ରେପୋ ରେଟ୍ ୪.୯୦ ପ୍ରତିଶତରୁ ବଢି ୫.୪୦ ପ୍ରତିଶତ ହୋଇଛି । ରେପୋ ରେଟ୍ ବୃଦ୍ଧି ପାଇଥିବାରୁ ଗୃହ ଋଣ, ଗାଡି ଋଣ ଓ ବ୍ୟକ୍ତିଗତ ଋଣ ବୃଦ୍ଧି ପାଇବ ।
ବିନା ନୋଟିସ୍ ରେ କୋଣାର୍କ ସମ୍ମୁଖରୁ ଉଚ୍ଛେଦ ହେଲା ଉଠାଦୋକାନ

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ଉଚ୍ଛେଦ ହେଲା ଉଠାଦୋକାନ । ଜିଲ୍ଲା ପ୍ରଶାସନ ସହ ଉଠାଦୋକାନୀ ମୁଁହାମୁଁହି । ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଦୀର୍ଘ ବର୍ଷ ହେଲା ବ୍ୟବସାୟ କରି ଆସୁଥିଲେ 400 ବ୍ୟବସାୟୀ। ତେବେ ଆଜି ବିନା ନୋଟିସରେ ସେମାନଙ୍କୁ ହଟାଯାଇଛି। ଯାହାକୁ ବିରୋଧ କରିଛନ୍ତି ଦୋକାନୀ। ଏହାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।
ଉଚ୍ଛେଦ ସମୟର
Download Argus News App
