#WATCH | Himachal Pradesh: An avalanche hit Khangsar village in Gondhala valley of Lahaul-Spiti district.
No casualties reported. pic.twitter.com/SvmEoXkNbO — ANI (@ANI) March 20, 2021
ଅର୍ଗସ ବ୍ୟୁରୋ: ହିମାଚଳ ପ୍ରଦେଶର ଲାହଲ-ସ୍ପିତି ଜିଲ୍ଲାରେ ଗୋଣ୍ଡାଲା ଉପତ୍ୟକାର ଖାଙ୍ଗସର ଗ୍ରାମରେ ହିମସ୍ଖଳନ । କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । ପୂର୍ବରୁ ଉତ୍ତରାଖଣ୍ଡରେ ବଡ ଧରଣର ହିମସ୍ଖଳନ ହୋଇଥିଲା । ଯେଉଁଥିରେ ଅନେକ ଲୋକ ମୃତାହତ ହୋଇଥିବା ବେଳେ ଅନେକ ଧନଜୀବନ ନଷ୍ଟ ହୋଇଥିଲା ।
#WATCH | Himachal Pradesh: An avalanche hit Khangsar village in Gondhala valley of Lahaul-Spiti district.
No casualties reported. pic.twitter.com/SvmEoXkNbO — ANI (@ANI) March 20, 2021