ନିକଟରେ ସେମିତି ଗୋଟିଏ ଦୃଶ୍ୟ ସାମ୍ନାକୁ ଆସିଛି। ଦୃଶ୍ୟ ହେଉଛି ଲାହଲ୍ ସ୍ପିଟିର ଟିଣ୍ଡି ଅଞ୍ଚଳର। ଜାହଲମାନ ନାଲ୍ଲା ଦେଇ ବିପଦସଙ୍କୁଳ ଭାବେ ଜଳ ପ୍ରବାହ ହେଉଥିବା ବେଳେ ଜଣେ ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଓ ବିପର୍ଯ୍ୟୟ ପ୍ରସମନ ବିଭାଗର କର୍ମଚାରୀ ଉଦ୍ଧାର କରିଛନ୍ତି।
ପୋଲ ଧୋଇଯିବା ପରେ ବି ସାହସିକତାର ସହ ଆହତଙ୍କୁ ଯେଉଁଭଳି ଭାବେ ଉଦ୍ଧାର କରାଯାଇଥିଲା, ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଥରିଯିବ। ଭିଡିଓଟି ଦେଖୁଦେଖୁ ଆପଣ ଜୀବନ ମୃତ୍ୟୁର ଦୋଛକିରେ ଥିବା ଏହି ମଣିଷଙ୍କ ଯା-ଆସକୁ ଦେଖି ନିଶ୍ଚିତ ଭାବେ ଆଶଙ୍କାରେ ପଡିବେ।
#WATCH | Himachal Pradesh: Local villagers and members of the disaster rescue team carried an injured person across a raging Jahalman nallah, as the bridge was washed away due to the swift current. Visuals from Tindi area of Lahaul Spiti. The injured person was taken to Keylong. pic.twitter.com/OxkqCaCyfZ — ANI (@ANI) July 30, 2021