ତେବେ ଏହି ଭୂ-କମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଏନେଇ ନ୍ୟାଶନାଲା ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରାକୃତିକ ଦୁର୍ବିପାକ ବିଷୟରେ ଖବର ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ହିମାଚଳ ପ୍ରଦେଶରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସେଲରେ ଏହାର ତୀବ୍ରତା ୩.୨ ମାଗ୍ନିଚ୍ୟୁଡ ରହିଛି। ଏହି ଭୂ-କମ୍ପର କେନ୍ଦ୍ର ଧର୍ମଶାଳାଠାରୁ ୨୨ କି.ମି ପୂର୍ବରେ ଥିଲା।