ଗୃହମନ୍ତ୍ରୀଙ୍କ ତ୍ରିପୁରା ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଫେବ୍ରୁଆରୀ 16ରେ ତ୍ରିପୁରା ବିଧାନସଭାର 60ଟି ଆସନ ପାଇଁ ନିର୍ବାଚନ ହେବ । ଏଥିପାଇଁ ଲୋକଙ୍କୁ ଭୋଟ ଭିକ୍ଷା କରିବେ ଅମିତ ଶାହ ।
ଅଧିକ ପଢନ୍ତୁ: ଆଜି କର୍ଣ୍ଣାଟକରେ ରୋଡ ସୋ’ ତଥା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
ଅର୍ଗସ ବ୍ୟୁରୋ: ତ୍ରିପୁରା ନିର୍ବାଚନ ପାଇଁ ଆଜି ହାଇଭୋଲଟେଜ ପ୍ରଚାର କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ତ୍ରିପୁରାର ଖୋୱାଇ ଏବଂ ସାଣ୍ଟିରବାଜରରେ ଦୁଇଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ଶାହ । ଏହାପରେ ଅଗରତାଲାରେ ଏକ ରୋଡ୍ ସୋରେ ମଧ୍ୟ ଭାଗ ନେବେ ।