ଗୃହମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିବା ନେଇ ଚୁଡାନ୍ତ ହୋଇଛି। ଏହାସହ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ଅଶ୍ୱିନୀ ବୈଷ୍ଣବ ଆସିବାର ସମ୍ଭାବନା ରହିଛି। ରବିବାର ସକାଳୁ ପୁଲିସ ଟିମ ନେତାଜୀ ମ୍ୟୁଜିୟମ ଓ ଇନଡୋର ଷ୍ଟାଡିୟମକୁ ନିଜ ହେପାଜତକୁ ନେବ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।