ତେଣୁ ଏ ସବୁର ପ୍ରମାଣ ମୋ ପାଖେ ଅଛି, ସବୁ ଲୋକଲୋଚନକୁ ଆଣିବି। ସୂଚନାମୁତାବକ, ୮ ମାସ ପୂର୍ବରୁ ରାଖୀ ସାବନ୍ତ ଆଦିଲ୍ଙ୍କୁ ବିବାହ କରିଥିଲେ। ଆଦିଲ ଜଣେ ବିଜନେସ୍ ମ୍ୟାନ୍ । ନିଜେ ଆଦିଲ୍ ଏହି ବିବାହକୁ ମିଡିଆ ସାମ୍ନାରେ ମାନିଥିଲେ ଆଉ ସବୁ ଠିକ ଠାକ୍ ଚାଲିଥିଲା ବେଳେ ପୁଣି ରାଖୀଙ୍କ ଆଖିରେ ଲୁହ। ସ୍ୱାମୀ ଆଦିଲଙ୍କ ଚାଲିଛି ଏକ୍ସଷ୍ଟ୍ରା ମ୍ୟାରିଟାଲ ଆଫେୟାର୍ସ। ଏଠି କହିରଖୁଛୁ ଯେ, ୨୯ ଜାନୁଆରୀରେ ରାଖୀ ନିଜ ମାଙ୍କୁ ହରାଇଛନ୍ତି। ମା ଙ୍କ ବିୟୋଗରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବାର ନଜର ମଧ୍ୟ ଆସିଥିଲେ ।
ମନୋରଂଞ୍ଜନ ଖବର ଆହୁରି ପଢନ୍ତୁ