ଅନେକ ଐତିହାସିକ ଓ ରାଜନୈତିକ ଘଟଣାର ସାକ୍ଷୀ ଏହି ଟାୱାରର ବିକାଶ ଆଉ ସୌନ୍ଦର୍ଯ୍ୟ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ସମ୍ଭବ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ତାଙ୍କ ଟ୍ଵିଟରରେ ପୋଷ୍ଟ କରିଛନ୍ତି। ଶ୍ରୀନଗରର ସ୍ମାର୍ଟ ସିଟି ପ୍ରକଳ୍ପର ଏହା ଏକ ଅଂଶ। ଲାଲ ଚୌକ ଏହି ଜାଗାକୁ ବେଶୀ ଆକର୍ଷଣ କରେ। ଆଇକନିକ ଟାୱାରକୁ ୧୯୭୮ମସିହାରେ ବଜାଜ ଗ୍ରୁପ୍ ନିର୍ମାଣ କରିଥିଲା ।
ଅଧିକ ପଢ଼ନ୍ତୁ ଭାରତ ଖବର