ସେଥିପାଇଁ ସଙ୍ଘ ଶୀଘ୍ର ଏକ ଅଭିଯାନ ଚଳାଇ ଏହି ପରିବାରଗୁଡିକ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିବ ଏବଂ ଏହି ପରିବାର ଗୁଡିକୁ ନିଜ ସହ ସଂଯୋଗ କରିବ ।
ରାମ ମନ୍ଦିର ନିର୍ମାଣରେ ସହଯୋଗ କରିଥିବା 12.70 କୋଟି ପରିବାର ସହିତ ଯୋଗାଯୋଗ କରିବେ ସଂଘ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦେଶର ପ୍ରାୟ 12.70 କୋଟି ପରିବାର ଆର୍ଥିକ ସହାୟତା କରିଛନ୍ତି। ରାଷ୍ଟ୍ରିୟ ସ୍ୱୟଂ ସେବକ ସଙ୍ଘ କହିବାନୁଯାୟୀ ରାମ ମନ୍ଦିର ନିର୍ମାଣରେ ଗୋଟିଏ ଟଙ୍କା ମଧ୍ୟ ପ୍ରଦାନ କରୁଥିବା ପରିବାର କିମ୍ବା ବ୍ୟକ୍ତି ହିନ୍ଦୁତ୍ୱର ଆଦର୍ଶ ଦ୍ୱାରା ପ୍ରଭାବିତ ।
Download Argus News App
