ବୋଥ ସଶକ୍ତିକରଣ ଅଭିଯାନ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା। ପୁଣି ଅପରାହ୍ନ ୩ଟାରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହିତ ବୈଠକ ବସିଥିଲା। ଏଥିରେ ସମସ୍ତ ମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୈଠକରେ ୧୫ ଦିନିଆ କାର୍ଯ୍ୟକ୍ରମ ଉପରେ ଆଲୋଚନା ହେବ। ସେବା ଓ ସୁଶାସନ ଏବଂ ଗରିବ କଲ୍ୟାଣ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ଲକ୍ଷ ହେଉଛି ସରକାରଙ୍କ ଯୋଜନାର ସିଧାସଳଖ ଫାଇଦା ଲୋକଙ୍କ ପାଖରେ ପହଞ୍ଚାଇବା।
କେନ୍ଦ୍ର ସରକାରଙ୍କ ବିଭାଗୀୟ ମନ୍ତ୍ରୀମାନେ ବିକାଶ ତୀର୍ଥ ଯାତ୍ରା କରିବା ନେଇ ଏହି ବୈଠକରେ ଆଲୋଚନା ହୋଇପାରେ। ମେ ୩୦ ରୁ ଜୁନ ୧୪ ପର୍ଯ୍ୟନ୍ତ ପ୍ରାୟ ୧୫ ଦିନ ଧରି ଦେଶର ବିଭିନ୍ନ ଜାଗାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମର ଥିମ ରହିବ ସେବା,ସୁଶାସନ ଏବଂ ଗରିବ କଲ୍ୟାଣ ।
ଆହୁରି ଅଧିକ ଭାରତର ଅନ୍ଯାନ୍ଯ ଖବର ପଢନ୍ତୁ ।