ଯାଜପୁର ଧର୍ମଶାଳାରେ ବନ୍ୟା ପରିସ୍ଥିତି
କୋରୋନା ମୁକାବିଲା ନେଇ ଭାରତ ସରାକରଙ୍କ ପିଏସୟୁ ମାନଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଅର୍ଗସ ବ୍ୟୁରୋ: ଭାରତ ସରାକରଙ୍କ ପିଏସୟୁ ମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ କିପରି ଭାବରେ କୋରୋନା ମୁକାବିଲା କରାଯାଇପାରିବ । କୋରୋନା ମୁକାବିଲାରେ କିପରି ଭାବରେ ପିଏସୟୁ ମାନଙ୍କର କେମିତି ବଡ ଯୋଗଦାନ ରହିବ ସେ ସଂପର୍କରେ ଆଲୋଚନା କରାଯିବ । ବିଶେଷ କରି ସାଧାରଣ ଲୋକଙ୍କୁ ଚିକିତ୍ସା ସେବା ଅଧିକରୁ ଅଧିକ ମାତ୍ରାରେ ଯାଗାଇ ଦିଆଯିବ, ସେନେଇ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ।
ବାଜପେୟୀଙ୍କ ପୁଣ୍ୟତିଥି, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି

ଅର୍ଗସ ବ୍ୟୁରୋ: ମନେ ପଡ଼ନ୍ତି ଭାରତ ରତ୍ନ । ଆଜି ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି । ଦେଶ ପ୍ରତି ତାଙ୍କ ଅବଦାନକୁ ମନେ ପକାଉଛି ଦେଶ । ନୂଆଦିଲ୍ଲୀ ବିଜୟଘାଟ ସ୍ଥିତ ସଦୈବ ଅଟଳ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ର
Download Argus News App
