ଅଧିକ ପଢନ୍ତୁ: ଭାରତର ବୈଦେଶିକ ନୀତିକୁ ନେଇ ମତ ରଖିଲେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ
ଫିଜିର ସୁଭାଠାରେ ପ୍ରଧାନମନ୍ତ୍ରୀ ସିତିବେନୀ ରାବୁକାଙ୍କ ସହ ଏକ ମିଳିତ ବିବୃତରେ ଭାରତର ବୈଦେଶିକ ମନ୍ତ୍ରୀ କହିଛନ୍ତି ଫିଜି ଓ ଭାରତ ମଧ୍ୟରେ ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାଗିଦାରିତା ରହିଛି ଯାହା ଉଭୟ ଦେଶର ବନ୍ଧୁତ୍ବର ନିଦର୍ଶନ । ଫିଜିର ପ୍ରଧାନମନ୍ତ୍ରୀ ମଧ୍ୟ ଭାରତର ସହଯୋଗ ପାଇଁ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଭାରତ ନ୍ୟୁଜ ଆହୁରି ପଢନ୍ତୁ