131.5 କିଲୋମିଟର ପାଇପଲାଇନ ନିର୍ମାଣ କରିବା ପାଇଁ 377 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଯାହା ଜୁନ ମାସ ଠାରୁ ବ୍ୟବହୃତ ହେବ। 2018ରେ ଏହି ପ୍ରକଳ୍ପର ନିର୍ମାଣ ଆରମ୍ଭ ହୋଇଥିଲା। ସମଗ୍ର ବିଶ୍ଵରେ ଦୁଇ ପଡୋଶୀ ଦେଶ ମଧ୍ୟରେ ଏହା ପ୍ରଥମ ଘଟଣା। ଏହି ପ୍ରକଳ୍ପ ପାଇଁ ମୋଟ ମୂଲ୍ୟ 377 କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ପାଇପଲାଇନର ବାଂଲାଦେଶ ବିଭାଗର ମୂଲ୍ୟ 285 କୋଟି ଟଙ୍କା ରହିଛି। IBFPL ଉତ୍ତର ବାଂଲାଦେଶର ସାତୋଟି ଜିଲ୍ଲାକୁ ବାର୍ଷିକ 1 ମିଲିୟନ୍ ମେଟ୍ରିକ୍ ଟନ୍ ହାଇ ସ୍ପିଡ୍ ଡିଜେଲ ପରିବହନ କରିବ।
ଅଧିକ ଭାରତ ଖବର ପଢ଼ନ୍ତୁ