ତିର୍ତ୍ତୋଲ ବିଧାୟକଙ୍କ ପ୍ରେମ କାହାଣୀ !
ଲଦାଖ ଉପରେ ଡ୍ରାଗନର ଲୋଲୁପ ଦୃଷ୍ଟି
ଅର୍ଗସ ବ୍ୟୁରୋ : ଲଦାଖ ଉପରେ ଡ୍ରାଗନର ଲୋଲୁପ ଦୃଷ୍ଟି । ସୀମାରେ ଅନୁପ୍ରବେଶ ପାଇଁ ପ୍ରୟାସ କରୁଛି ଚୀନ । ତେବେ ଢୋକଲାମ ଭଳି ଦୃଢ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତୀୟ ସେନା ।
ତେବେ ଚୀନକୁ ବୁଲେଟ ନୁହେଁ ବରଂ ବିଜିନେସରେ ମାତ ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ଆତ୍ମନିର୍ଭର ଯୋଜନା କରିଛନ୍ତି । ସେଥିପାଇଁ ଆମକୁ ମଧ୍ୟ ସହଯୋଗ କରିବାର ଅଛି । ଅର୍ଥାତ୍ ଆମକୁ ସ୍ୱଦେଶୀ ଆପଣେଇ ବର୍ଜନ କରିବାକୁ ପଡିବ ଚୀନ ସାମଗ୍ରୀ। ପ୍ରତିବର୍ଷ ଚୀନରୁ ଆସୁଥିବା 5 ଲକ୍ଷ କୋଟିରୁ ଅଧିକ ସାମଗ୍ରୀ ବନ୍ଦ ହୋଇଗଲେ ନିଶ୍ଚିତ ଭାବେ ପ୍ରଭାବିତ ହେବ ଚୀନ ଅର୍ଥନୀତି।
Download Argus News App
