ସେହିପରି ମହାମାରୀ ଭାଇରସ୍ ୪୫୮ ଜଣଙ୍କ ଜୀବନ ନେଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୬୦କୁ ବୃଦ୍ଧି ପାଇଛି । ତେବେ ମହାରାଷ୍ଟ୍ରରେ ସ୍ଥିତି ଅଧିକ ସଙ୍ଗୀନ ରହିଛି । ଦିନକରେ ରାଜ୍ୟରୁ ୩୯ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ମାମଲା ଯେଉଁଭଳି ଭାବରେ ବଢ଼ି ବଢ଼ି ଚାଲିଛି, ଯାହାକୁ ନେଇ ସମସ୍ତେ ଚିନ୍ତିତ ଥିବା ଦେଖିବାକୁ ମିଳିଛି ।
ଦେଶରେ ରେକର୍ଡ କଲା କୋରୋନା ସଂକ୍ରମଣ, ୨୪ ଘଣ୍ଟାରେ ଦେଶରେ ୭୨ ହଜାର ୧୮୨ ଆକ୍ରାନ୍ତ ଚିହ୍ନଟ
ଅର୍ଗସ ବ୍ୟୁରୋ: ଦେଶରେ ରେକର୍ଡ କଲା କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୭୨ ହଜାର ୧୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୋଟି ୨ ଲକ୍ଷ ୨୦,୬୬୯କୁ ବୃଦ୍ଧି ପାଇଛି ।
Download Argus News App
