ତେବେ ଆଜକୁ ମିଶାଇ ଦେଶରେ ମୋଟ 12,64,698 ଆକ୍ଟିଭ ମାମଲା ରହିଥିବାବେଳେ 1,71,058ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା । ସେହିପରି ମୋଟ ସୁସ୍ଥ ହୋଇ ଫେରିଛନ୍ତି 1,22.53,697 ।
ଦେଶରେ ଆଜି ପୁଣି ଲକ୍ଷେ 61 ହଜାର କରୋନା ପଜିଟିଭ ଚିହ୍ନଟ
ଅର୍ଗସ ନ୍ୟୁଜ : ଆଜି ଦେଶରେ ପୁଣି 1 ଲକ୍ଷ 61 ହଜାର 736 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । 97 ହଜାର 168 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 879 ଜମଙ୍କ ଜୀବନ ନେଇ କରୋନା । ଏନେଇ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
Download Argus News App
