ଏବେ ସୁଦ୍ଧା ଦେଶରେ 1,50,61,919 ପଜିଟିଭ ମାମଲା ସାମନାକୁ ଆସିଥିବାବେଳେ 19,29,329 ଆକ୍ଟିଭ ମାମଲା ରହିଛି । ଦେଶରେ ମୋଟ 1, 29, 53, 821 ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ମୋଟ 1,78,769 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ଏବେ ସୁଦ୍ଧା ଦେଶରେ 12,38,52,566ଜଣ ଟିକା ନେଇ ସାରିଲେଣି ।
ଲାଗୁନି ବ୍ରେକ, ଆଜି ପୁଣି 2 ଲକ୍ଷ 73 ହଜାର ପଜିଟିଭ୍ ଚିହ୍ନଟ

ଅର୍ଗସ ନ୍ୟୁଜ: ଦେଶରେ ଆଜି ପୁଣି 2 ଲକ୍ଷ 73 ହଜାର 810 କୋରୋନା ପଜିଟିଭ ମାମଲା ସାମାକୁ ଆସିଛି । 1619 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 1 ଲକ୍ଷ 44 ହଜାର 178 ଜଣ କୋରୋନାରୁ ସୁସ୍ଥ ହୋଇ ଫେରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
Download Argus News App
