ସେଠାରେ ମଧ୍ୟ ଅନେକ ବ୍ୟକ୍ତି ମୃତାହତ ହୋଇଛନ୍ତି । ଏହି ସମୟରେ ଭାରତ ତୁର୍କୀ ସହିତ ସିରିୟାକୁ ରିଲିଫ୍ ସାମଗ୍ରୀ ପଠାଇବାକୁ ନେଇ ବେଶ୍ ପ୍ରଶଂସା କରିଛନ୍ତି ଭାରତରେ ଅବସ୍ଥାପିତ ସିରିୟା ରାଷ୍ଟ୍ରଦୂତ ବାସାମ୍ ସେଫିଦ୍ଦିନ୍ ଅଲ ଖତିବ୍ ।
ତୁର୍କୀ ଏବଂ ସିରିୟାକୁ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ

ଅର୍ଗସ ବ୍ୟୁରୋ: ଭାରତ କେବଳ ତୁର୍କୀ ନୁହେଁ ତା’ର ପଡ଼ୋଶୀ ସିରିୟାକୁ ମଧ୍ୟ ରିଲିଫ୍ ସାମଗ୍ରୀ ପଠାଇଛି ଭାରତ । ତୁର୍କୀ ସହିତ ପଡ଼ୋଶୀ ସିରିଆ ମଧ୍ୟ ଭୂମିକମ୍ପ ଦ୍ବାରା ବହୁତ କ୍ଷତିଗ୍ରସ୍ତ ହୋଇଛି ।
ଅଧିକ ପଢନ୍ତୁ: ତୁର୍କୀରେ ଭୂକମ୍ପର ଝଟକା: ବଢିଚାଲିଛି ମୃତ୍ୟୁ ସଂଖ୍ୟା
Download Argus News App
