The game is not really the same without you guys cheering us on!
Show your fandom along with @BCCI for the game by sharing your fan moments on https://t.co/jH9ozOU1e9#MPLSports #IndianCricketTeam #ShareYourFanStories #CricketFandom #loveforcricket #cricket pic.twitter.com/VObQ3idfUz — MPL Sports (@mpl_sport) September 13, 2022
ଏମପିଏଲ ସ୍ପୋର୍ଟ୍ସର ଟ୍ୱିଟରରେ ଏକ ଭିଡିଓ ସେୟାର କରାଯାଇଛି, ଏଥିରେ ଅଧିନାୟକ ରୋହିତ ଶର୍ମା, ଶ୍ରେୟସ ଆୟର ଏବଂ ହାର୍ଦିକ ପାଣ୍ଡ୍ୟା ନୂଆ ଜର୍ସିରେ ନଜର ଆସୁଛନ୍ତି । କିନ୍ତୁ ଜର୍ସି ଉପରେ ସେମାନେ ଏକ ଜ୍ୟାକେଟ୍ ପିନ୍ଧି ରଖିଛନ୍ତି। ରୋହିତ ଓ ହାର୍ଦ୍ଦିକ ପିନ୍ଧିଥିବା ଜର୍ସିର କଲର ଲାଇଟ୍ ବ୍ଲୁ ରହିଛି। ଜର୍ସିର ରଙ୍ଗ ପୂର୍ବ ଜର୍ସିଠାରୁ ଭିନ୍ନ ରହିଛି। ପୂର୍ବରୁ ଏହା ଗାଢ ନୀଳ ରଙ୍ଗର ଥିଲା । ୨୦୨୦ ମସିହାରେ ଏମସିଏଲ କିଟ୍ ସ୍ପନସର ହେବା ପରେ ଏହା ଭାରତୀୟ ଟିମର ତୃତୀୟ ଜର୍ସି ହେବ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।