ଅଧିକ ପଢନ୍ତୁ : ଆଜିଠୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିୟା ଦିନିକିଆ ଶୃଙ୍ଖଳା
ସଦ୍ୟତମ ସୂଚନା ଅନୁସାରେ, ଅଷ୍ଟ୍ରେଲିଆ ୧୮.୩ ଓଭର ଖେଳି ୨ ୱିକେଟ୍ ବିନିମୟରେ ୧୨୨ ରନ୍ ସଂଗ୍ରହ କରିଛି । ଅଷ୍ଟ୍ରେଲିଆ ତରଫରୁ ଓପେନର୍ ଯୋଡ଼ି ଭାବେ ଖେଳିଥିଲେ ଟ୍ରେଭିସ୍ ହେଡ୍ ଓ ମିସେଲ୍ ମାର୍ସ । ଟସ୍ ଜିଣିବା ପରେ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ୍ ପାଣ୍ଡ୍ୟା ବ୍ୟାଟିଙ୍ଗ୍ କରିବା ଲାଗି ଅଷ୍ଟ୍ରେଲିଆକୁ ଆମନ୍ତ୍ରଣ କରିଥିଲେ।
ଆଜି ଭାରତୀୟ ଟିମ୍ରେ ଖେଳୁଛନ୍ତି: ଈଶାନ୍ କିଷନ୍ (ୱିକେଟ୍ରକ୍ଷକ), ଶୁବମନ୍ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍. ରାହୁଲ୍, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଳ ଠାକୁର, କୁଳଦୀପ ଯାଦବ, ମହମ୍ମଦ ସିରାଜ ଓ ମହମ୍ମଦ ଶାମି।
ସେହିପରି, ଅଷ୍ଟ୍ରେଲିଆ ଟିମ୍ରେ ଖେଳୁଛନ୍ତି: ଟ୍ରେଭିସ୍ ହେଡ୍, ମିସେଲ୍ ମାର୍ସ, ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ମାର୍ଣ୍ଣସ୍ ଲାବୁସ୍ସେନ୍, ଜୋସ୍ ଆଇଙ୍ଗ୍ଲ୍ସ୍ (ୱିକେଟ୍ରକ୍ଷକ), କ୍ୟାମେରନ୍ ଗ୍ରିନ୍, ଗ୍ଲେନ୍ ମ୍ୟାକ୍ସ୍ୱେଲ୍, ମାର୍କସ୍ ଷ୍ଟୋଇନିସ୍, ସିନ୍ ଆବୋଟ୍, ମିସେଲ୍ ଷ୍ଟାର୍କ ଏବଂ ଆଦାମ୍ ଜାମ୍ପା।