ସେ ଏହି ଅବସରରେ କହିଛନ୍ତି ଯେ ଏହି ମିଲେଟ ସଂସ୍ଥାନ ଚାଷୀ ମାନଙ୍କୁ ମିଲେଟ ଚାଷ କରିବାକୁ ପ୍ରେରିତ କରିବା ସହ ସେମାନଙ୍କୁ ଯଥା ସମ୍ଭବ ସହାୟତା କରିବ ।
ସେ ଆହୁରି କହିଛନ୍ତି ଯେ ଭାରତ ବିଶ୍ୱର ସବୁଠାରୁ ଅଧିକ ମିଲେଟ ଉତ୍ପାଦନ କରୁଥିବା ଦେଶ । ଆମେ ବିଶ୍ୱରେ ମିଲେଟ ରପ୍ତାନୀ କରିବାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଭିତ୍ତିଭୂମି ଓ ନିବେଶ ଉପରେ ବିଶେଷ ପ୍ରଥମିକତା ଦିଆଯିବ। ମହିଳା ଓ ଯୁବଶକ୍ତିଙ୍କୁ ଆତ୍ମନିର୍ଭର କରାଯିବ ନେଇ ଧ୍ୟାନ ଦେଉଛନ୍ତି ସରକାର।
ଅର୍ଥନୀତି ଖବର ଆହୁରି ପଢ଼ନ୍ତୁ ।