ଅଧିନାୟକ ରୋହିତ ଶର୍ମା ଦ୍ବିତୀୟ ଦିନିକିଆରେ ଆହତ ହୋଇ ସିରିଜରୁ ବାଦ ପଡ଼ିଛନ୍ତି। ତେଣୁ ରୋହିତଙ୍କ ସ୍ଥାନରେ ତୃତୀୟ ଦିନିକିଆରେ କେଏଲ ରାହୁଲ ଦଳର ନେତୃତ୍ବ ନେବେ। ଯଦି ତୃତୀୟ ଦିନିକିଆରେ ଭାରତ ବିଜୟୀ ହୁଏ ତେବେ ନିଜର ସମ୍ମାନ ରକ୍ଷା କରିପାରିବ। ଯଦି ପରାଜିତ ହୁଏ ତେବେ ସମାଲୋଚନାର ପୁଣି ସାମ୍ନା ହେବାକୁ ପଡ଼ିବ।
ଅଦ୍ୟାବଧି ଭାରତ ଏବଂ ବାଂଲାଦେଶ ମଧ୍ୟରେ ପାଞ୍ଚଟି ଦିନିକିଆ ଶୃଙ୍ଖଳା ଖେଳାଯାଇଛି। ଚଳିତ ସିରିଜକୁ ମିଶାଇ ଭାରତ ବାଂଲାଦେଶ ବିପକ୍ଷରେ ଦୁଇଟି ସିରିଜରେ ହାରିଛି।
ଖେଳ ଖବର ଆହୁରି ପଢନ୍ତୁ