ଉତ୍ତର-ପୂର୍ବ ଅଞ୍ଚଳରେ ବାୟୁସେନାର ଉପସ୍ଥିତି ବେଶ୍ ମଜଭୁତ। ଆସାମର ତେଜପୁର ଓ ଚାବୁଆର ଅନେକ ସ୍ଥାନରେ ସୁଖୋଇ-୩୦ମୁତୟନ କରାଯାଇଛି। ଏହାକୁ ନେଇ ୨-୩ ସପ୍ତାହ ହେଲା ଡ୍ରାଗନ୍ ସେନା ଡ୍ରୋନ୍ ପଠାଉଥିଲା। କିନ୍ତୁ ଭାରତୀୟ ଯୁଦ୍ଧ ବିମାନ ତାହାକୁ ରୋକିଥିଲା। ଫଳରେ ବାରମ୍ବାର ବିଫଳ ହୋଇଥିଲା ଚୀନ୍ । ତେଣୁ ଏହାର ୬୦୦ ସୈନ୍ୟ ଡ଼ିସେମ୍ବର ୯ରେ ସଂଘବଦ୍ଧ ଭାବେ ଅରୁଣାଚଳ ପ୍ରଦେଶ ସୀମାରେ ଅନୁପ୍ରବେଶ ଉଦ୍ୟମ କରିଥିଲା।
ଭାରତ ଖବର ଆହୁରି ପଢ଼ନ୍ତୁ ।