ଗତ ବର୍ଷ ସେପ୍ଟେମ୍ବର ୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧପୋତକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସାମୁଦ୍ରିକ ପରୀକ୍ଷଣର ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟକୁ ସଫଳତାର ସହ ସମାପ୍ତ କରିବା ପରେ ଜୁଲାଇ ୨୮ରେ ଭାରତୀୟ ନୌସେନା ଦ୍ୱାରା କୋଚିନ ସିପୟାର୍ଡଠାରୁ ଏହି ଯୁଦ୍ଧପୋତକୁ ଗ୍ରହଣ କରାଯାଇଥିଲା ।
ଭାରତୀୟ ନୌସେନାର ଆଉ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ
Download Argus News App
