ଲେଫ୍ଟନାଣ୍ଟ ଜେନେରାଲ ଏସ୍ ହରିମୋହନ ଆୟର, କମାଣ୍ଡାଣ୍ଟ ସ୍କୁଲ୍ ଅଫ୍ ଆର୍ଟିଲିରି ଏବଂ କର୍ଣ୍ଣେଲ କମାଣ୍ଡାଣ୍ଟ ରେଜିମେଣ୍ଟ ଅଫ୍ ଆର୍ଟିଲିରିଙ୍କ ନେତୃତ୍ବରେ ଏହି ମେଗା ଇଭେଣ୍ଟର ଆୟୋଜନ କରାଯାଇଛି । ଏହି ଇଭେଣ୍ଟରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ରର ବ୍ୟବହାର କରାଯାଇଥିଲା । ତାଲିମ କାର୍ଯ୍ୟକ୍ରମରେ ଅଦମ୍ୟ ସାହାସ, ଶକ୍ତି ଓ ପରାକ୍ରମ ଦେଖାଇଥିଲେ ଭାରତୀୟ ସୈନିକ ।
ଭାରତ ଖବର ଆହୁରି ପଢ଼ନ୍ତୁ ।