ଭାରତ ନ୍ୟୁଜ ଆହୁରି ପଢନ୍ତୁ
ନୀଲ ଗତ 25 ବର୍ଷ ଧରି ଗୁଗଲ କମ୍ପାନୀର ବିଭିନ୍ନ ବଡ଼ ପଦରେ କାର୍ଯ୍ୟ କରିଛନ୍ତି । ଗତ 9 ବର୍ଷ ଧରି ସେ ୟୁଟ୍ୟୁବରେ କାମ କରିଆସୁଛନ୍ତି । ନୀଲ ମୋହନ ୟୁଟ୍ୟୁବ ଟିଭି, ୟୁଟ୍ୟୁବ ମ୍ୟୁଜିକ ଓ ୟୁଟ୍ୟୁବ ପ୍ରିମିୟମ ଓ ୟୁଟ୍ୟୁବ ସର୍ଟସ ଭିଡିଓ ସହିତ କିଛି ବଡ଼ ଉତ୍ପାଦ ଲଞ୍ଚରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।
ଅଧିକ ଟେକ୍ନୋଲୋଜ ନ୍ୟୂଜ଼ ପଢନ୍ତୁ