ନ୍ୟୁଜିଲାଣ୍ଡ ଟି-୨୦ ସିରିଜ ପାଇଁ ଦଳ ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ (ଉପଅଧିନାୟକ ଓ ଓ୍ବିକେଟ କିପର), ଶୁବମନ ଗିଲ, ଇଶନ କିଶନ, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟାର, ସଞ୍ଜୁ ସାମସନ(ଓ୍ବିକେଟ କିପର), ଡବ୍ଲ୍ୟୁ. ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ସେନ, ଅର୍ଶଦୀପ ସିଂ, ହର୍ଶଲ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ବର କୁମାର, ଉମରାନ ମଲିକାଙ୍କୁ ଚୟନ କରାଯାଇଛି। ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଶିଖର ଧାଓ୍ବନ (କ୍ୟାପଟେନ), ରିଷଭ ପନ୍ତ (ଭାଇିସ କ୍ୟାପଟେନ ଓ ଓ୍ବିକେଟ କିପର), ଶୁବମନ ଗିଲ, ଦୀପ ହୁଦା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟାର, ସଞ୍ଜୁ ସାମସନ(ଓ୍ବିକେଟ କିପର), ଡବ୍ଲ୍ୟୁ. ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଶାହାବାଜ ଅହମ୍ମଦ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଦୀପ ଚହର, କୁଲଦୀପ ସେନ ଓ ଉମରାନ ମଲିକ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।