ବାଂଲାଦେଶ ୪୦.୩ ଓଭରରେ ୧୧୯ ରନ କରିବାକୁ ସକ୍ଷମ ହୋଇଛି। ଏହି ବିଜୟ ସହ ଭାରତ ସେମିପାଇନାଲ ଖେଳିବାର ଆଶା ଉଜ୍ଜବୀତ ରଖିଛି। ୟାସିକା ଭାଟ୍ଟିଆ ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବରେ ବିବେଚିତ ହୋଇଛନ୍ତି।
ପଏଣ୍ଟ ଟେବୁଳର ୩ୟ ସ୍ଥାନରେ ରହିଛି ଭାରତ। ଅଷ୍ଟ୍ରେଲିଆ ୬ଟି ମ୍ୟାଚରୁ ୬ଟି ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ଥିବାବେଳେ, ପାକିସ୍ଥାନ ୬ଟି ମ୍ୟାଚରୁ ଗୋଟିଏରେ ଜିତି ଟେବୁଲର ତଳେ ରହିଛି।