ଅଧିକ ପଢନ୍ତୁ : ୫ଜି ସେବାର ଶୁଭାରମ୍ଭ: ଜିଓ ପକ୍ଷରୁ ଆଇଫୋନ୍ ୧୨ ଓ ପରବର୍ତୀ ଆଇଫୋନ୍ ମଡେଲ୍ଗୁଡ଼ିକ ପାଇଁ ଲାଗୁ
ଏହାକୁ ଦେଖିବାକୁ ସେଠାରେ ଅନେକ ଲୋକଙ୍କ ଭିଡ ଜମିଥିଲା । ଲୋକମାନେ ଏହି ଡେଲିଭରୀ ବୟଙ୍କୁ ଅନେକ ପଚରା ଉଚରା କରିଥିଲେ । ତେବେ ଟଙ୍କା ଫେରାଇବାକୁ ସେ ଏହି ଡେଲିଭରି ବୟଙ୍କୁ କହିବାରୁ ସେ ଖୁବଶୀଘ୍ର ଫେରାଇଦେବେ ବୋଲି କହିଛନ୍ତି । ଏନେଇ ଏହି ବ୍ୟକ୍ତି ଜଣକ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଏନେଇ ତଦନ୍ତ ଜାରି ରଖିଛି । ତେବେ ଏଭଳି ଘଟଣା ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ ଅନେକ ଏପରି ଘଟଣା ସାମ୍ନାକୁ ଆସିଛି ।