Interest rates of small savings schemes of GoI shall continue to be at the rates which existed in the last quarter of 2020-2021, ie, rates that prevailed as of March 2021.
Orders issued by oversight shall be withdrawn. @FinMinIndia @PIB_India — Nirmala Sitharaman (@nsitharaman) April 1, 2021
ଅର୍ଥମନ୍ତ୍ରୀ ଟ୍ୱିଟରେ ଲେଖିଛନ୍ତି ଯେ, 2021 ମାର୍ଚ୍ଚ ଯାଏଁ ଯେଉଁ ହାରରେ ସୁଧ ମିଳୁଥିଲା ତାହା ବଜାୟ ରହିବ । ସ୍ୱଳ୍ପ ସଞ୍ଚୟ ଯୋଜନା ପାଇଁ ବର୍ଷ 2020-2021 ଶେଷ 4 ମାସର ସୁଧ ଯାହା ଥିଲା ତାହା ହିଁ ରହିବ । ଜାରି କରାଯାଇଥିବା ଆଦେଶ ଗୁଡିକ ପ୍ରତ୍ୟାହାର କରି ନିଆଯିବ ।